ପଠନ, ଗଠନ କର

ଓଡ଼ିଆ ସାହିତ୍ୟ

ପଠନ, ଗଠନ କର
" ଖବର ଶୁଣିଲେ ହୋସ୍‌ ଉଡ଼ିଯିବ " ବୋଲି ଯେ କରୁଛି ପ୍ରଚାର ତାହା କଥା ମାନି ସବୁ ଶୁଣୁଛ ନିଜେ ହିଁ ଥରକୁଥର ନିଜ ଇଚ୍ଛାରେ ହୋସ୍‌ ଉଡ଼ାଉଛ ନିଜେ ହିଁ ତୁମେ ନିଜର ତାହାପରେ କିଆଁ ଅଯଥା ପ୍ରଶ୍ନ ଅନ୍ୟ କାହାକୁ ପଚାର ନିଜର ମନରେ କ'ଣ ପୂରାଉଛ କର ଥରେ ଏବେ ବିଚାର ପଠନ କର ଓ ଗଠନ କର ନିଜକୁ ନିଜେ ଏବେ ସୁଖ ଶାଂତିରେ ତିଷ୍ଠି ପାରିବ ଏହି ଭୟଂକର ଭବେ

What's Your Reaction?

like

dislike

love

funny

angry

sad

wow